Meaning : ପାନ ରଖାଯାଉଥିବା ଟୋକେଇ ତଳେ ବିଚ୍ଛା ଯାଉଥିବା ଆସ୍ତରଣ
Example :
ପାନେରା ପାନ ରଖିବା ପୂର୍ବରୁ ପାନଡାଲାରେ ଆସ୍ତରଣ ବିଚ୍ଛାଉଛି
Translation in other languages :
पान रखनेवाले टोकरे में नीचे बिछाई जानेवाली पत्तल।
तंबोली पान रखने से पहले टोकरे में पतरा बिछा रहा है।Meaning : ବିଛାଇବା, ଢାଙ୍କିବା, ବା ପ୍ରସାରଣ କ୍ରିୟା ବା ଭାବ
Example :
ମାଆ ବର୍ତ୍ତମାନ ଆସ୍ତରଣ କାମରେ ବ୍ୟସ୍ତ ଅଛନ୍ତି
Synonyms : ଆସ୍ତରଣ କାମ
Translation in other languages :
Meaning : ଯଜ୍ଞ ବେଦୀ ଉପରେ ପକାଯାଉଥିବା କୁଶ
Example :
ପଣ୍ଡିତେ ଆସ୍ତରଣ ଉପରେ କାଠ ସଜାଉଛନ୍ତି
Translation in other languages :