Meaning : କାହାର କୌଣସି ଆକାରରେ ପହଞ୍ଚିବା କ୍ରିୟା ବା ଭାବ
Example :
ଇଂରେଜମାନଙ୍କ ଭାରତ ଆଗମନର ଉଦ୍ଦେଶ୍ୟ ଥିଲା ବାଣିଜ୍ୟ ବଜାରରେ ସୁରଙ୍ଗୀ ଫଳର ଆସିବା ଆରମ୍ଭ ହୋଇଛି
Translation in other languages :
Meaning : କାହାରି ଅନ୍ତର୍ଗତ ହେବା
Example :
ମାଲକାନଗିରି ଓଡ଼ିଶାରେ ଆସୁଛି ଏହି କଥା ରାମାୟଣରେ ରହିଛି
Synonyms : ରହିବା
Translation in other languages :
Meaning : କିଣିବା ପରେ କୌଣସି ବସ୍ତୁକୁ ପ୍ରାପ୍ତ କରିବା
Example :
ସୋମବାର ଦିନ ଆମର ନୂଆ କାର ଆସିବ
Translation in other languages :
Meaning : କାଳ ଅଥବା ସମୟର ଆରମ୍ଭ ହେବା
Example :
ଶ୍ରାବଣ ଆସିଗଲା
Synonyms : ଆରମ୍ଭ ହେବା
Translation in other languages :
Have a beginning, of a temporal event.
WW II began in 1939 when Hitler marched into Poland.Meaning : ଘଟିବା ବା ଆରମ୍ଭ ହେବା
Example :
ମୋତେ ନିଦ ଆସୁଛି
Synonyms : ଆଗମନ ହେବା, ଆରମ୍ଭ ହେବା, ଉପସ୍ଥିତ ହେବା, ଘଟିବା
Translation in other languages :
Meaning : ଉତ୍ପନ୍ନ ହେବା
Example :
ଯେମିତି ଟଙ୍କା କଥା ଉଠିଲା, ସେ ଲୋକମାନେ ଖସିଗଲେ
Translation in other languages :
Meaning : ଭିତରକୁ ଯିବା
Example :
ସେ ପଢ଼ିବା ପାଇଁ ଅଧ୍ୟୟନ କୋଠରୀରେ ପ୍ରବେଶ କଲା
Synonyms : ଉପସ୍ଥିତ ହେବା, ପଶିବା, ପ୍ରବେଶ କରିବା, ଭିତରକୁ ଆସିବା
Translation in other languages :
किसी निश्चित सीमा, स्थान आदि के अंदर जाना या उसके भीतर आना।
उसने पढ़ने के लिए अध्ययन कक्ष में प्रवेश किया।Meaning : କୌଣସି ପ୍ରକାରେ ନିଜ ଅଧିକାରକୁ ଆସିବା
Example :
ମୋତେ ରାମଠାରୁ ଶହେ ଟଙ୍କା ମିଳିଲାରାମ ପାଖରୁ ଶହେ ଟଂକା ମୋ ପାଖକୁ ଆସିଲା
Synonyms : କରଗତ କରିବା, ପାଇବା, ପ୍ରାପ୍ତ କରିବା, ପ୍ରାପ୍ତ ହେବା, ମିଳିବା
Translation in other languages :
किसी प्रकार अपने अधिकार में या हाथ में आना।
मुझे राम से सौ रुपए प्राप्त हुए।Meaning : ଗୋଟିଏ ସ୍ଥାନରୁ ଆସି ଅନ୍ୟ ସ୍ଥାନରେ ଉପସ୍ଥିତ ହେବା
Example :
ଶ୍ୟାମ ଆଜି ଆସିବ ସେ ଆଜି ହିଁ ଦିଲ୍ଲୀରେ ପହଞ୍ଚିଲା
Synonyms : ଆଗମନ କରିବା, ଉପସ୍ଥିତ ହେବା, ପହଞ୍ଚିବା
Translation in other languages :
Meaning : ଓଜନରେ ଯେତିକି
Example :
ଗୋଟିଏ କିଲୋରେ କେବଳ ପାଞ୍ଚଟି ଆମ୍ବ ଆସିଲା
Translation in other languages :