Meaning : ଯିଏ କିଛି ଅପରାଧ କରିଛି
Example :
ଦୁଇଜଣ ଅପରାଧୀ ପୁଲିସର ଲଢ଼େଇରେ ମରିଗଲେ
Translation in other languages :
वह जिसने कोई अपराध किया हो।
दो अपराधी पुलिस मुठभेड़ में मारे गए।Meaning : ଯାହା ଆସାମ ସମ୍ବନ୍ଧୀୟ ବା ଆସାମର
Example :
ମୋର ଜେଜେ ବହୁତ ବର୍ଷ ଆସାମରେ କଟାଇଛନ୍ତି ତେଣୁ ତାଙ୍କର ଅସମିଆ ସଂସ୍କୃତିରେ ଭଲ ଜ୍ଞାନ ରହିଛି
Synonyms : ଅସମିଆ
Translation in other languages :
Meaning : ଆସାମୀ ଭାଷା ସଂବନ୍ଧିତ ବା ଆସାମୀ ଭାଷାର
Example :
ତାର ଆସାମୀ ସାହିତ୍ୟରେ କୌଣସି ଜ୍ଞାନ ନାହିଁ
Meaning : ଆସାମରେ ରହିବା ବ୍ୟକ୍ତି
Example :
ବ୍ରହ୍ମପୁତ୍ର ନଦୀକୂଳରେ ଥିବା ଆସାମୀ ଲୋକେ ନଦୀବଢ଼ିରେ ପୀଡ଼ିତ ହୁଅନ୍ତି