Subscribe
URL of the page has been copied to clipboard.
Meaning : କାହାକୁ ଆଶ୍ୱସ୍ତ କରିବା ବା ଆଶା ଦେବାର ପ୍ରକ୍ରିୟା
Example : ମନ୍ତ୍ରୀଙ୍କ ଆଶ୍ୱାସନା ପାଇ ମୁଁ ନିଶ୍ଚିତ ହୋଇଗଲିମନ୍ତ୍ରୀଙ୍କଠୁ ସାନ୍ତ୍ୱନା ମିଳିବାକ୍ଷଣି ସେ ପ୍ରସନ୍ନ ହୋଇଗଲା
Synonyms : ଆଶ୍ୱସ୍ତି, ସାନ୍ତ୍ୱନା
Translation in other languages :हिन्दी English
किसी को आश्वस्त करने या आशा दिलाने की क्रिया।
A binding commitment to do or give or refrain from something.
Meaning : ଦୁଖୀ ବ୍ୟକ୍ତିକୁ ଧୈର୍ଯ୍ୟ ଦେବାର କ୍ରିୟା ବା ଭାବ
Example : ଘରୁ ଚୋରି ହୋଇଯିବାପରେ ସବୁ ଆଗନ୍ତୁକ ମହାଜନକୁ ସାଂତ୍ୱନା ଦେଉଥିଲେ
Synonyms : ଆଶ୍ୱାସ, ସାନ୍ତ୍ୱନା
Translation in other languages :हिन्दी
दुखी व्यक्ति को धीरज देने की क्रिया या भाव।
Install App