Meaning : ଆଶ୍ରୟ ଦେବା ଓ ମଝବୁତ କରିବା
Example :
ସେ ସବୁବେଳେ ଅନ୍ୟମାନଙ୍କର ସାହସ ବଢ଼ାଏ ସେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ମୋ ସହାୟତା କଲା
Synonyms : ସମର୍ଥନ କରିବା, ସହଭାଗୀ ହେବା, ସହାୟତା କରିବା
Translation in other languages :
* सहारा देना और मजबूत करना।
वह सदा दूसरों की हिम्मत बढ़ाता है।Meaning : କାହାରିକୁ ରହିବା ନିମନ୍ତେ ସ୍ଥାନ ଦେବା
Example :
ଜଙ୍ଗଲରେ ବୁଲୁଥିବା ପଥିକଟିକୁ ସାଧୁ ନିଜ ଆଶ୍ରମରେ ଆଶ୍ରୟ ଦେଲେ
Synonyms : ଶରଣ ଦେବା
Translation in other languages :
किसी को रहने के लिए स्थान देना।
जंगल में भटके राहगीरों को साधु ने अपने आश्रम में शरण दिया।Provide shelter for.
After the earthquake, the government could not provide shelter for the thousands of homeless people.