Subscribe
URL of the page has been copied to clipboard.
Meaning : ନିଜ ସେବା କରାଇବାପାଇଁ ଟଙ୍କା ଦେଇ କିଣା ଯାଇଥିବା ବ୍ୟକ୍ତି
Example : ପୂର୍ବକାଳରେ ଦାସମାନଙ୍କ କିଣାବିକା ହେଉଥିଲା
Synonyms : ଗୁଲାମ, ଦାସ, ସେବକ
Translation in other languages :हिन्दी English
अपनी सेवा कराने के लिये मूल्य देकर खरीदा हुआ व्यक्ति।
A person who is owned by someone.
Meaning : ଅନ୍ୟର ସାହାରା ବା ଆଶ୍ରୟରେ ଠିଆ ହୋଇଥିବା ବା ଟେକି ହୋଇଥାଏ
Example : ନିର୍ଭରଶୀଳ ଗଛ ଅନ୍ୟ ଗଛ ଉପରେ ଆଶ୍ରିତ ହୋଇଥାନ୍ତି
Synonyms : ଅବଲମ୍ବିତ, ଅବଲମ୍ବୀ, ଆଧାରିତ, ନିର୍ଭରଶୀଳ
किसी के आधार, सहारे या आश्रय पर ठहरा या टिका हुआ।
Contingent on something else.
Meaning : ଯେ ଅନ୍ୟ ଉପରେ ଆଶ୍ରିତ
Example : ପ୍ରରାଶ୍ରିତ ଜୀବନ ବିତାଇବା ଉଚିତ୍ ନୁହେଁ
Synonyms : ଅବଲମ୍ବିତ, ପରାବଲମ୍ବୀ, ପରାଶ୍ରିତ, ପରାଶ୍ରୟୀ
Translation in other languages :हिन्दी
जो दूसरों पर अवलंबित हो।
Install App