Meaning : କୌଣସି ନୂଆ ବିଲକ୍ଷଣ ବା ଅସାଧାରଣ କଥା ଦେଖିକରି, ଶୁଣିକରି ବା ଧ୍ୟାନରେ ଆଣିବା ପରେ ମନରେ ସୃଷ୍ଟି ହେଉଥିବା ଭାବର ପ୍ରଦର୍ଶନ
Example :
ସର୍କସରେ ନଟ ଓ ନଟୀମାନଙ୍କ ଖେଳ ଦେଖି ପିଲାମାନଙ୍କୁ ଆଶ୍ଚର୍ଯ୍ୟ ଲାଗିଲା
Synonyms : ଚକିତହେବା, ତାଜୁବହେବା, ବିସ୍ମୟହେବା
Translation in other languages :
किसी नई, विलक्ष्ण या असाधारण बात को देखने, सुनने या ध्यान में आने पर मन में उठने वाला भाव, प्रदर्शित होना।
सर्कस में नट और नटी का खेल देखकर बच्चों को आश्चर्य हुआ।Meaning : କିଛି ଦେଖିକରି ଆଶ୍ଚର୍ଯ୍ୟରେ ପଡ଼ିବା
Example :
ପିଲାଦିନର ସାଙ୍ଗଙ୍କୁ ହଠାତ ଦୁଆରେ ଛିଡ଼ାହୋଇଥିବା ଦେଖିକରି ସେ ଆଶ୍ଚର୍ଯ୍ୟଚକିତ ହୋଇଗଲେ
Synonyms : ଆବାକାବା ହେବା, ଆଶ୍ଚର୍ଯ୍ୟଚକିତ ହେବ, ବିସ୍ମ୍ୟହେବା