Meaning : ଏହା ନିଶ୍ଚୟ ଯେ ଏଭଳି ହେବ, ଅଥବା ଅମୁକ ବ୍ୟକ୍ତି ଏଭଳି କରେ ବା କରିବ
Example :
ବିଶ୍ୱାସ ଉପରେ ଦୁନିଆ ତିଷ୍ଠିରହିଛି ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ, ଆପଣଙ୍କ ହଜିଲା ପୁଅ ମିଳିଯିବ
Synonyms : ଆତ୍ମପ୍ରତ୍ୟୟ, ଆସ୍ଥା, ନିର୍ଭର, ବିଶ୍ୱାସ, ଭରସା
Translation in other languages :
Meaning : ଦକ୍ଷ ପ୍ରଜାପତିଙ୍କର ଜଣେ କନ୍ୟା
Example :
ପୁରାଣରେ ଆଶାଙ୍କ ବର୍ଣ୍ଣନା ମିଳେ
Translation in other languages :
An imaginary being of myth or fable.
mythical beingMeaning : ଯାହା ଉପରେ କାହାରି ଆଶା ରହିଛି ବା କେନ୍ଦ୍ରିତ ହୋଇଛି
Example :
ବିଜୟ ନିମନ୍ତେ ଆପଣ ହିଁ ମୋର ଆଶାମୋ ନିମନ୍ତେ ଆପଣ ହିଁ ଏକମାତ୍ର ଆଶା ଥିଲେ ଏବଂ ଆପଣ ବି ଉତ୍ତର ଦେଇଦେଲେ
Translation in other languages :
Someone (or something) on which expectations are centered.
He was their best hope for a victory.Meaning : ଗୋଟିଏ ରାଗ
Example :
ଗାୟିକା ଆଶା ରାଗ ଶିଖାଉଛନ୍ତି
Synonyms : ଆଶା ରାଗ
Translation in other languages :
Meaning : ଯାହା କୌଣସି କଥା ବା ବସ୍ତୁ ପ୍ରାପ୍ତିଆଡ଼କୁ ଯେଉଁ ମନୋବୃତ୍ତି ଧ୍ୟାନ ନେଇଯାଏ
Example :
ମଣିଷର ସବୁ ଇଚ୍ଛା ପୁରେ ନାହିଁ ତାର ଜ୍ଞାନ ପିପାସା ବଢ଼ି ବଢ଼ି ଯାଉଛି ମୋର ଆଜି ଖାଇବାକୁ ମନ ନାହିଁ
Synonyms : ଅଭିଳାଷ, ଆକାଂକ୍ଷା, ଇଚ୍ଛା, ଓରମାନ, କାମନା, ପିପାସା, ମନ, ମନୋକାମନା, ମନୋବାଞ୍ଛା, ମନୋଭାବନା, ମନୋରଥ, ଳାଳସା
Translation in other languages :
मन में दबी रहनेवाली तीव्र कामना या लालसा।
मनुष्य की प्रत्येक इच्छा पूरी नहीं होती।Meaning : କାହାରି ଉପରେ ଭରସା ରଖିବାର କ୍ରିୟା ଯେପରିକି କୌଣସି କାମ ତାଙ୍କ ଦ୍ୱାରା ହୋଇପାରିବ ବା ହୋଇଯିବ
Example :
ପ୍ରତ୍ୟେକ ପିତାଙ୍କର ନିଜ ପୁତ୍ର ଉପରେ ଏହି ଆଶା ଥାଏ ଯେ ସେ ନିଜ ଜୀବନରେ ସଫଳ ହେଉ
Synonyms : ଆକାଂକ୍ଷା, ପ୍ରତ୍ୟାଶା, ଭରସା
Translation in other languages :
किसी पर भरोसा रखने की क्रिया कि अमुक कार्य उसके द्वारा हो सकता है या हो जायेगा।
हर पिता की अपने पुत्र से यह अपेक्षा रहती है कि वह अपने जीवन में सफल हो।