Subscribe
URL of the page has been copied to clipboard.
Meaning : କାମ କରିବା ନିମନ୍ତେ ଉତ୍ସାହହୀନତା
Example : ଆଳସ୍ୟ କାରଣରୁ ମୁଁ ଏହି କାମ କରିପାରିଲି ନାହିଁ
Synonyms : ଅବସନ୍ନତା, ଅଳସତା, ଅଳସପଣିଆ
Translation in other languages :हिन्दी English
काम करने में अनुत्साह।
The trait of being idle out of a reluctance to work.
Meaning : ଆଳସ୍ୟ ଉତ୍ପନ୍ନ କରୁଥିବା ଲୋକ
Example : ଆଳସ୍ୟ ସକାଳ କଷ୍ଟପ୍ରଦ ଜଣାପଡୁଛି
Translation in other languages :हिन्दी
आलस्य उत्पन्न करनेवाला।
Install App