Subscribe
URL of the page has been copied to clipboard.
Meaning : ଯାହା ଉପରେ କୌଣସି ଅନ୍ୟ ଏକ ଜିନିଷ ଠିଆହୋଇ ବା ତିଷ୍ଠି ରହିଥାଏ
Example : କୌଣସି ଜିନିଷର ମୂଳଦୁଆ ମଜବୁତ୍ ହେବା ଦରକାର
Synonyms : ଅବଲମ୍ବ, ଆଧାର, ଆଶ୍ରୟସ୍ଥଳ, ମୂଳଦୁଆ, ମୂଳଭିତ୍ତି
Translation in other languages :हिन्दी English
जिस पर कोई दूसरी चीज़ खड़ी या टिकी रहती हो।
The basis on which something is grounded.
Install App