Meaning : ଦୁଃଖ, ବେଦନାଆଦି ସମୟରେ ଚିତ୍କାରକରି କାନ୍ଦିବାର କ୍ରିୟା
Example :
ମୁଁ ତାର ଆର୍ତ୍ତନାଦ ଶୁଣି କିଛି ଅଘଟଣର ଆଶଂକାରେ କମ୍ପି ଉଠିଲି
Translation in other languages :
Meaning : ମୁଁହରୁ ବାହାରୁ ଥିବା ବ୍ୟଥା ସୂଚକ ଶବ୍ଦ
Example :
ବୁଢ଼ାର ଆର୍ତ୍ତନାଦ ଶୁଣି ମୋର ହୃଦୟ ତରଳି ଗଲା
Synonyms : ଆର୍ତ୍ତସ୍ୱର
Translation in other languages :