Meaning : କୌଣସି ସ୍ଥାନରୁ ଗଛଲତା ଓପାଡି ଆଣି ଅନ୍ୟ ସ୍ଥାନରେ ଲଗାଇବାର ପ୍ରକ୍ରିୟା
Example :
ବର୍ଷାକାଳ ଆରୋପଣ କରିବାର ସବୁଠାରୁ ଭଲ ସମୟ
Synonyms : ରୋପଣ
Translation in other languages :
The act of removing something from one location and introducing it in another location.
The transplant did not flower until the second year.Meaning : ସ୍ଥାପିତ କରିବାର କ୍ରିୟା
Example :
କୃତ୍ରିମ ଅଙ୍ଗର ଆରୋପଣଯୋଗୁଁ କେତେକ ବିକଳାଙ୍ଗଙ୍କୁ ସୁବିଧା ମିଳିଛି
Synonyms : ସ୍ଥାପନ
Meaning : ଊତକରେ କୌଣସି କୃତ୍ରିମ ଅଙ୍ଗକୁ ସ୍ଥାୟୀ ରୂପରେ ବସାଇବା ବା ଲଗାଇବାର କ୍ରିୟା
Example :
ଆଜିକାଲି ଆଖିରେ ଲେନ୍ସର ଆରୋପଣ ସହଜ ହୋଇଯାଇଛି
Synonyms : ଅଙ୍ଗ ଆରୋପଣ, ଅଙ୍ଗାରୋପଣ, ଇଂପ୍ଲାଂଟ, ଇମ୍ପ୍ଲାଣ୍ଟ
Translation in other languages :
ऊतक में किसी कृत्रिम अंग को स्थाई रूप से बैठाने या लगाने की क्रिया।
आजकल आँख में लेंस का आरोपण आसान हो गया है।A surgical procedure that places something in the human body.
The implantation of radioactive pellets in the prostate gland.