Meaning : ମିଥ୍ୟା ଆରୋପ ବା ମିଥ୍ୟା ଅପବାଦ ଲଗାଇବା ବ୍ୟକ୍ତି
Example :
ନିନ୍ଦୁକ ବ୍ୟକ୍ତି ମୋତେ ଦେଖିବା ମାତ୍ରେ ମୁଣ୍ଡ ନୁଆଇଁଦେଲା
Synonyms : କୁତ୍ସାକାରୀ, ନିନ୍ଦାକାରୀ, ନିନ୍ଦୁକ
Translation in other languages :
Meaning : ଦୋଷାରୋପ କରିବା ବ୍ୟକ୍ତି
Example :
ଆରୋପକାରୀକୁ ଆରୋପୀ ବାରମ୍ବାର ଧମକ ଦେଉଛି
Translation in other languages :