Meaning : ପରମ୍ପରାଗତ ଧାର୍ମିକ ଭଜନ ଆରମ୍ଭ କରିବା ବା ପରମ୍ପରାଗତ ଧାର୍ମିକ ଭଜନ ଚାଲୁ କରିବା
Example :
ଆପଣ ଏହି ମନ୍ଦିରରେ ବି ପରମ୍ପରାଗତ ଧାର୍ମିକ ଭଜନ ଆରମ୍ଭ କରନ୍ତୁ
Synonyms : ଭଜନ ଆରମ୍ଭ କରିବା, ଭଜନ ଚାଲୁ କରିବା, ଭଜନକୀର୍ତ୍ତନ କରିବା, ମହିମାକୀର୍ତ୍ତନ ଆରମ୍ଭ କରିବା, ସ୍ତବଗାନ ଆରମ୍ଭ କରିବା
Translation in other languages :
* परम्परागत धार्मिक भजन को शुरू करना या परम्परागत धार्मिक भजन का चलन करना।
आप इस मंदिर में भी परम्परागत धार्मिक भजन शुरू कीजिए।Meaning : ଦେବୀ-ଦେବତାଙ୍କୁ ପ୍ରସନ୍ନ କରିବା ନିମନ୍ତେ ଶ୍ରଦ୍ଧା,ସମ୍ମାନ, ବିନୟଆଦି ପ୍ରକାଶ କରିବା
Example :
ସନ୍ଥ ଲୋକମାନେ ସବୁବେଳେ ଭଗବାନଙ୍କର ପୂଜା କରନ୍ତି
Synonyms : ଅର୍ଚ୍ଚନା କରିବା, ଉପାସନା କରିବା, ପୂଜା କରିବା
Translation in other languages :
देवी-देवताओं को प्रसन्न करने के लिए श्रद्धा, सम्मान, विनय आदि प्रकट करना।
संत लोग हमेशा भगवान की पूजा करते हैं।