Meaning : ଯାହା ଚାଲୁଛି ବା ଯାହାର ଆରମ୍ଭ ହୋଇଛି ବା କରାଯାଇଛି
Example :
କେତେକ ଅସୁବିଧାଯୋଗୁଁ ଆରମ୍ଭ ହୋଇଥିବା କାମ ମଝିରୁ ହିଁ ରୋକିବାକୁ ପଡ଼ିଲା
Synonyms : ଆରମ୍ଭିକ, ପ୍ରାରମ୍ଭିକ
Translation in other languages :
जो चल रहा हो या जिसकी शुरुवात हुई हो या की गई हो।
कुछ बाधाओं के कारण शुरू काम को बीच में ही रोकना पड़ा।