Meaning : କଥାବସ୍ତୁଆଦି ଆରମ୍ଭ କରିବା
Example :
ସେ କଥାକଥାରେ ମନୋଜର ବାହାଘର କଥା ଉଠାଇଲା ମନ୍ତ୍ରୀମହୋଦୟ ସଦନର ବୈଠକରେ ଘୋଟାଲାର ମାମଲା ଉଠାଇଲେ
Synonyms : ଉଠାଇବା, ବାହାର କରିବା
Translation in other languages :
Take the first step or steps in carrying out an action.
We began working at dawn.Meaning : କୌଣସି କାମ, କଥା ଇତ୍ୟାଦିର ଆରମ୍ଭ କରିବା
Example :
ପଣ୍ଡିତ ପୂଜା ଆରମ୍ଭ କଲେ
Synonyms : ଚାଲୁ କରିବା
Translation in other languages :
किसी काम, बात आदि को शुरू करना।
पंडितजी ने पूजा आरंभ की।Take the first step or steps in carrying out an action.
We began working at dawn.Meaning : କୌଣସି କଥା ବା କର୍ଯ୍ୟର ଆରମ୍ଭ ହେବା
Example :
ଭାରତ ଓ ପାକିସ୍ଥାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେଲା
Synonyms : ପ୍ରାରମ୍ଭ କରିବା
Translation in other languages :
किसी बात या कार्य आदि की शुरुआत होना।
भारत और पाकिस्तान के बीच लड़ाई छिड़ गई।Meaning : ଅଚାନକ ପ୍ରସ୍ତାବ ଦେବା ବା ଆରମ୍ଭ କରିବା
Example :
ଏବେ ବାପାଙ୍କ ମୃତ୍ୟୁହେବା ମାସେ ବି ନ ହେଉଣୁ ଭାଇ ବଣ୍ଟାବଣ୍ଟି କଥା ଉଠାଇଲେଣି
Synonyms : ଉଠାଇବା