Meaning : ସେହି ଚିଠି ଯେଉଁଥିରେ କାହାକୁ କିଛି ମଗାଯାଇଥାଏ
Example :
ତାଙ୍କର ଯାଚିକା ନ୍ୟାୟାଳୟ ଦ୍ୱାରା ଖାରଜ କରିଦିଆଗଲା
Synonyms : ଅନୁରୋଧ ପତ୍ର, ଅର୍ଜୀ, ଯାଚିକା
Translation in other languages :
वह पत्र जिसमें किसी से कुछ याचना की गई हो।
उसकी याचिका न्यायालय द्वारा खारिज़ कर दी गई।A formal message requesting something that is submitted to an authority.
petition, postulation, requestMeaning : ନିଜ ରକ୍ଷାପାଇଁ କାହାକୁ ପାଟିକରି ଡାକିବାର କ୍ରିୟା
Example :
ମହିଳା ନ୍ୟାୟ ପାଇବାପାଇଁ ରାଜାଙ୍କୁ ଗୁହାରି କଲେ ସେ ନିଜ ସାହାଯ୍ୟପାଇଁ ଗୁହାରି କଲେ
Translation in other languages :
Meaning : ଯେଉଁ ପତ୍ରରେ କେହି ନିଜ ଦଶା ବା ପ୍ରାର୍ଥନା ଲେଖି କାହାରିକୁ ଜଣାଏ
Example :
ମୁଁ ଛୁଟି ନିମନ୍ତେ ଅବେଦନ ପତ୍ର ଲେଖିଲି
Synonyms : ଆବେଦନ ପତ୍ର, ଦରଖାସ୍ତ, ପ୍ରାର୍ଥନା ପତ୍ର
Translation in other languages :
वह पत्र जिसमें कोई अपनी दशा या प्रार्थना लिखकर किसी को सूचित करे।
मैंने छुट्टी के लिए आवेदन-पत्र भर दिया है।A verbal or written request for assistance or employment or admission to a school.
December 31 is the deadline for applications.