Meaning : ଏକ ପ୍ରକରର ଅଙ୍ଗୁର
Example :
ଗ୍ରୀଷ୍ମ ଦିନେ ରସାଳୁଆ ଆବୀ ଅଙ୍ଗୁର ଖାଇ ଦେହ ପ୍ରସନ୍ନ ହୋଇଯାଏ
Synonyms : ଆବୀ ଅଙ୍ଗୁର
Translation in other languages :
Meaning : ପାଣି ପାଖରେ ରହୁଥିବା ଗୋଟିଏ ପକ୍ଷୀ ଯାହାର ଥଣ୍ଟ ଶାଗୁଆ ଏବଂ ପାଦ ଧଳା ହୋଇଥାଏ
Example :
ଶିକାରୀର ଶବ୍ଦ ଶୁଣି ଆବୀ ଉଡି ଗଲା
Translation in other languages :
जल के किनारे रहनेवाली एक चिड़िया जिसकी चोंच हरी और पैर सफेद होते हैं।
शिकारी की आहट पाकर आबी उड़ गई।