Meaning : ଧନାତ୍ମକ ବା ଋଣାତ୍ମକ ଆବେଶର ପୂର୍ଣ୍ଣ ମାତ୍ରା (କୌଣସି ତନ୍ତ୍ର, ପିଣ୍ଡ ବା କଣା)
Example :
ଏହି ପ୍ରକ୍ରିୟା ଦ୍ବାରା ଆବେଶିତ କଣାର ଶକ୍ତି ବଢିଯାଏ
Synonyms : ଆବେଶିତ
Translation in other languages :
Meaning : ଯେ ଆବେଶରେ ଭରା
Example :
ପିଲାମାନଙ୍କ ପ୍ରତି ମା’ଙ୍କ ହୃଦୟ ସ୍ନେହରେ ଆବିଷ୍ଟ ଥାଏ ମାଆ ସ୍ନେହରେ ଆବିଷ୍ଟ ହୋଇ ତାକୁ ଗଳାରେ ଲଗାଇନେଲେ
Synonyms : ଆବେଶଗ୍ରସ୍ତ, ଆବେଶପୂର୍ଣ୍ଣ
Translation in other languages :
जो आवेश से भरा हो।
बच्चों के प्रति माँ का हृदय स्नेह से आविष्ट होता है।Fraught with great emotion.
An atmosphere charged with excitement.