Subscribe
URL of the page has been copied to clipboard.
Meaning : ପୂଜାକରିବା ସମୟରେ ମନ୍ତ୍ରଦ୍ବାରା କୌଣସି ଦେବତାଙ୍କୁ ନିଜ ପାଖକୁ ଆମନ୍ତ୍ରଣ କରିବାର କାର୍ଯ୍ୟ
Example : ଦେବତାମାନଙ୍କୁ ଆବାହନ ପରେ ପୂଜା ଆରମ୍ଭ ହେଲା
Synonyms : ଆମନ୍ତ୍ରଣ, ଆହ୍ବାନ
Translation in other languages :हिन्दी
पूजन के समय मंत्र द्वारा किसी देवता को अपने निकट बुलाने का कार्य।
Install App