Meaning : ରୋଗୀ ଟିକେ ଭଲ ହେବାପରେ ସେହି ରୋଗ ପୁଣି ଥରେ ହେବାର କ୍ରିୟା
Example :
ଦାଦା ଆବର୍ତ୍ତନର ଶିକାର ହେଲେ
Synonyms : ରୋଗ ଓଲଟିବା
Translation in other languages :
Meaning : କୌଣସି ସ୍ଥାନଆଦିରେ ଚାରିପଟେ ବୁଲିବା କାମ
Example :
ମା’ ସବୁଦିନେ ଶିବ ମନ୍ଦିର ପରିକ୍ରମା କରନ୍ତି
Translation in other languages :
A single complete turn (axial or orbital).
The plane made three rotations before it crashed.Meaning : ଘୂରିବାର ପ୍ରକ୍ରିୟା
Example :
ପୃଥିବୀର ଘୂର୍ଣ୍ଣନ ଯୋଗୁଁ ଦିନରାତି ହୁଏ
Synonyms : ଘୂର୍ଣ୍ଣନ
Translation in other languages :
The act of rotating as if on an axis.
The rotation of the dancer kept time with the music.Meaning : ଗୋଲାକାରରେ ଘୂରିବା ବା ଚକ୍ରରେ ଘୂରିବା ବା ଘୂରାଇବା ପ୍ରକ୍ରିୟା,ଅବସ୍ଥା ବା ଭାବ
Example :
ବଲର ଆବର୍ତ୍ତନ ବହୁତ ତୀବ୍ର
Synonyms : ଘୂର୍ଣ୍ଣନ
Translation in other languages :