Meaning : ଯେଉଁ ଅବସ୍ଥାରେ କେହି ଫାନ୍ଦରେ ପଡ଼ି ଯାଏ ବା ପାଣିରେ ହେଉଥିବା ଭଉଁରୀର ଲାକ୍ଷଣିକ ପ୍ରୟୋଗ
Example :
ପଇସା ଚକ୍କରରେ ପ୍ରତ୍ୟେକ ବ୍ୟକ୍ତି ଫସି ଯାଇଛନ୍ତି
Translation in other languages :
Meaning : ଗୋଟିଏ ପ୍ରକାରର ଖଣିଜ ପଦାର୍ଥ
Example :
ଔଷଧଭାବରେ ସ୍ୱର୍ଣ୍ଣମଖୀର ପ୍ରୟୋଗ ହୋଇଥାଏ
Synonyms : ଅସ୍ମ, ତାପୀଜ, ସ୍ୱର୍ଣ୍ଣମଖୀ
Translation in other languages :
एक प्रकार का खनिज पदार्थ।
सोनमक्खी का प्रयोग औषध के रूप में होता है।Meaning : ଗୋଟିଏ ପ୍ରକାରର ରେଶମ ପୋକ
Example :
ସେ ସ୍ୱର୍ଣ୍ଣମଖୀ ପାଳନ କରୁଛି
Synonyms : ଅବରତ, ସ୍ୱର୍ଣ୍ଣମଖୀ
Translation in other languages :
Meaning : ଜଳପ୍ରବାହର ଯେଉଁ ସ୍ଥାନରେ ଜଳ ଗୋଟିଏ କେନ୍ଦ୍ରରେ ଚକ୍କର ଖାଇ ବୁଲୁଥାଏ
Example :
ସେ ନଈରେ ଗାଧୋଉଥିବା ସମୟରେ ଭଉଁରୀରେ ପଡ଼ି ବୁଡ଼ିଗଲା
Translation in other languages :