Meaning : ଯାହା ଢଙ୍କା ବା ଆବୃତ ନୁହେଁ
Example :
ଖୋଲା ଜିନିଷକୁ ଢାଙ୍କି ରଖ
Synonyms : ଅନାଚ୍ଛାଦିତ, ଅନାବୃତ୍ତ, ଅଢ଼ଙ୍କା, ଖୋଲା
Translation in other languages :
जो ढँका या आवृत न हो।
खुली वस्तुओं को ढक कर रखो।Meaning : ଯାହା ଆଗରେ କୌଣସି ଆବରଣ ନାହିଁ
Example :
ଆବରଣହୀନ ଦ୍ୱାରଦେଇ ଘରର ପ୍ରତ୍ୟେକ ବସ୍ତୁ ଉଙ୍କି ମାରୁଥିଲା
Synonyms : ଆବରଣରହିତ
Translation in other languages :
Meaning : ଯେ ଓଢ଼ଣା ପକାଇନାହିଁ
Example :
ମୁଲ୍ଲାଜୀ କେତେକ ପର୍ଦ୍ଦାହୀନ ସ୍ତ୍ରୀମାନଙ୍କସହିତ ଥଟାମଜା କରୁଥିଲେ
Synonyms : ପର୍ଦ୍ଦାହୀନ
Translation in other languages :