Meaning : ଯେଉଁ କନାରେ ବହି ଓ ହିସାବଖାତାଆଦି ବନ୍ଧାଯାଏ ବା ବାନ୍ଧି ରଖାଯାଏ
Example :
ଜେଜେବାପା ରସିଦଗୁଡ଼ିକୁ ବସ୍ତାନିରେ ବାନ୍ଧି ରଖନ୍ତି
Synonyms : ବସ୍ତାନି
Translation in other languages :
Meaning : କୌଣସି ବସ୍ତୁଆଦିକୁ ଆଚ୍ଛାଦିତ କରିବା କିମ୍ବା ଢାଙ୍କିବା ବସ୍ତୁ
Example :
ଘୋଡ଼ଣୀଦ୍ୱାରା ବସ୍ତୁ ସୁରକ୍ଷିତ ରହେ
Synonyms : ଆଚ୍ଛାଦକ ବସ୍ତୁ, ଆଚ୍ଛାଦନ, ଘୋଡ଼ଣୀ
Translation in other languages :
An artifact that covers something else (usually to protect or shelter or conceal it).
coveringMeaning : ଯେଉଁ ଉପର ପରସ୍ତର ତଳେ ବା ଭିତରେ କିଛି ଫଳ ବା ଜୀବ ରହିଥାଏ
Example :
ବାଦାମ ଉପରେ ବହୁତ ଟାଣ ଖୋଳପା ଥାଏ
Translation in other languages :
A hard outer covering as of some amoebas and sea urchins.
test