Subscribe
URL of the page has been copied to clipboard.
Meaning : ନିଶା ନିମନ୍ତେ ଯେ ପ୍ରାୟତଃ ଅଫିମ ଖାଏ
Example : ସକାଳୁ-ସକାଳୁ ଏହି ବଗିଚାରେ ଅଫିମିଆ ଲୋକେ ଅଫିମ ଖାଇବା ଦେଖାଯାଏ
Synonyms : ଅଫିମଖିଆ, ଅଫିମା, ଅଫିମିଆ
Translation in other languages :हिन्दी
जो नशे के लिए प्रायः अफ़ीम का सेवन करता हो।
Install App