Meaning : ଓଲଟପାଲଟ କରିବା କାମ ବା ଭାବ
Example :
ହନୁମାନ ଲଙ୍କାକୁ ଓଲଟପାଲଟ କରିଦେଲେ
Synonyms : ଅସ୍ତବ୍ୟସ୍ତ, ଓଲଟପାଲଟ
Translation in other languages :
A disturbance of the peace or of public order.
disorderMeaning : ଠିକ ବା ଏକପ୍ରକାର ସ୍ଥିତିରେ ନ ରହି କେବେ ଏଠି ଓ କେବେ ସେଠି ହେବାର ଅବସ୍ଥା
Example :
କିଛି କାମଧନ୍ଦା ନ ଥିବାରୁ ରମେଶର ସ୍ଥିତି ଦ୍ୱିଧାପୂର୍ଣ୍ଣ ହୋଇଗଲାଣି
Synonyms : ଅସ୍ଥିର, ଚଞ୍ଚଳ, ଦ୍ୱିଧାପୂର୍ଣ୍ଣ
Translation in other languages :