Meaning : ମନୋରଞ୍ଜନ ହେବା
Example :
ନାଟକ,ନୃତ୍ୟ,ସଙ୍ଗୀତ ଆଦିରେ ମନ ଆନନ୍ଦିତ ହୁଏ
Synonyms : ଆମୋଦିତ ହେବା, ଖୁସି ହେବା, ମୋହିତ ହେବା
Translation in other languages :
Meaning : କାହାରି କାର୍ଯ୍ୟକଳାପ,ବ୍ୟବହାର ଆଦିରେ ଆନନ୍ଦିତ ହେବା
Example :
ସୀମା ତା ବିବାହିତ ଜୀବନରେ ବହୁତ ଖୁସି
Synonyms : ଖୁସି ହେବା, ପ୍ରଫୁଲ୍ଲ ହେବା, ପ୍ରସନ୍ନ ହେବା, ସନ୍ତୁଷ୍ଟ ହେବା
Translation in other languages :
किसी के क्रिया-कलापों, व्यवहार आदि से आनंदित होना।
सीमा अपने विवाहित जीवन से बहुत प्रसन्न है।