Meaning : ଗଳାର ଉପର ଅଙ୍ଗର ମନ୍ୟ ଭାଗ
Example :
ରାମର ମୁହଁ ଖୁସିରେ ଝଲକୁଥିଲା ଏ ପିଲାମାନଙ୍କ ମୁହଁ ସମାନ ଦିଶୁଛି ଆପଣ ଟିକେ ମୁହଁରୁ ଓଢ଼ଣା ଉଠାନ୍ତୁ
Synonyms : ଚେହେରା, ବଦନ, ମୁଖ ମଣ୍ଡଳ, ମୁହଁ
Translation in other languages :
The front of the human head from the forehead to the chin and ear to ear.
He washed his face.Meaning : ଯେଉଁ ଅଙ୍ଗଦ୍ୱାରା ପ୍ରାଣୀ କଥାବାର୍ତ୍ତା କରେ ଓ ଭୋଜନ କରେ
Example :
ସେ ଏତେ ଡରିଯାଇଥିଲେ ଯେ ତାଙ୍କ ମୁହଁରୁ କୌଣସି ଶବ୍ଦ ବାହାରୁ ନଥିଲା
Translation in other languages :
The opening through which food is taken in and vocalizations emerge.
He stuffed his mouth with candy.