Meaning : ଘରଆଦି ତିଆରି କରିବା ସମୟରେ ତାହାର ମୂଳଭାଗ ଯାହା କାନ୍ଥର ଦୃଢତା ନିମନ୍ତେ ଜମି ଖୋଳି ଏବଂ ସେଥିରେ କାନ୍ଥର ଯୋଡ଼ାଇ ଆରମ୍ଭକରି ତିଆରି କରାଯାଏ
Example :
ନିଅଁ ମଜବୁତ୍ ରହିଲେ ବହୁତଳ ବିଶିଷ୍ଟ କୋଠା ତିଆରି କରାଯାଇପାରେ
Synonyms : ଆଲମ୍ବନ, ନିଅଁ, ମୂଳ, ମୂଳଦୁଆ
Translation in other languages :
Lowest support of a structure.
It was built on a base of solid rock.Meaning : କୌଣସି ବସ୍ତୁର ଅଚଳ ଅଂଶ
Example :
ଏହି କମ୍ପ୍ୟୁଟରର ଆଧାର ଭାଙ୍ଗିଗଲା ଏହି ଚଉକୀର ଗୋଟିଏ ଗୋଡ଼ ଭାଙ୍ଗିଗଲା
Translation in other languages :
The lower part of anything.
Curled up on the foot of the bed.Meaning : ମାନବ ନିର୍ମିତ ଏକ ବସ୍ତୁ ଯେଉଁଥିରେ କିଛି ରଖାଯାଏ
Example :
ସେ କୁକୁରମାନଙ୍କୁ ମାଟିପାତ୍ରରେ କ୍ଷୀର ପିଆଉଛି
Translation in other languages :
Any object that can be used to hold things (especially a large metal boxlike object of standardized dimensions that can be loaded from one form of transport to another).
containerMeaning : ସେହି ଅନ୍ତନିର୍ହିତ ମୂଳଭୂତ ପୂର୍ବାନୁମାନ ଯାହା କୌଣସି କଥାର ସ୍ପଷ୍ଟୀକରଣ ନିମନ୍ତେ ଆବଶ୍ୟକ ହୁଏ
Example :
ଆପଣ କେଉଁ ଆଧାରରେ ମୋତେ ଏଭଳି କହୁଛନ୍ତି?
Translation in other languages :
वह अंतर्निहित मूलभूत पूर्वानुमान जो किसी बात के स्पष्टीकरण के लिए आवश्यक हो।
आप मुझे किस आधार पर ऐसा कह रहे हैं।The fundamental assumptions from which something is begun or developed or calculated or explained.
The whole argument rested on a basis of conjecture.Meaning : କୌଣସି ଦ୍ରବ୍ୟ ପ୍ରସ୍ତୁତିରେ ଆଧାର ରୂପେ ଲୋଡାପଡ଼ୁଥିବା ସାମଗ୍ରୀ
Example :
ଚନ୍ଦନର ତେଲ ଯେ କୌଣସି ଅତର ପାଇଁ ପ୍ରଥମ ଉପାଦାନ
Synonyms : ପ୍ରଥମ ଉପାଦାନ
Translation in other languages :
The principal ingredient of a mixture.
Glycerinated gelatin is used as a base for many ointments.