Meaning : ବାରଟି ମାତ୍ରାର ଏକ ଛନ୍ଦ
Example :
ଏହି କବିତା ଆଦିତ୍ୟର ଏକ ଭଲ ଉଦାହରଣ
Translation in other languages :
Meaning : ହିନ୍ଦୁ ଧର୍ମଗ୍ରନ୍ଥରେ ବର୍ଣ୍ଣିତ ଜଣେ ଦେବତା
Example :
ବେଦରେ ମଧ୍ୟ ସୂର୍ଯ୍ୟଦେବଙ୍କର ପୂଜା ବିଧାନ ବର୍ଣ୍ଣିତ ଅଛି
Synonyms : ଅଂଶୁମାନ୍, ଅହସ୍ପତି, ଆଦିଦେବ, ଗଭସ୍ତି, ଦିନମଣି, ଭାସ୍କର, ସୂର୍ଯ୍ୟ, ସୂର୍ଯ୍ୟଦେବ, ହେମମାଳି
Translation in other languages :
हिन्दू धर्मग्रंथों में वर्णित एक देवता।
वेदों में भी सूर्यदेव की पूजा का विधान है।An important god of later Hinduism. The sun god or the sun itself worshipped as the source of warmth and light.
suryaMeaning : ଆମ ସୌରଜଗତର ସବୁଠାରୁ ବଡ଼ ଓ ଜ୍ୱଳନ୍ତ ପିଣ୍ଡ ଯାହାଠାରୁ ସବୁ ଗ୍ରହକୁ ଉତ୍ତାପ ଓ ଆଲୋକ ମିଳେ
Example :
ସୂର୍ଯ୍ୟ ସୌରଶକ୍ତିର ଏକ ବଡ଼ ଉତ୍ସ ପୂର୍ବଦିଗରେ ସୂର୍ଯ୍ୟକୁଦେଖି ଅନ୍ଧାର ଶୀଘ୍ରଶୀଘ୍ର ହଟିଗଲା
Synonyms : ଅରୁଣ, ଦିନକର, ଦିନେଶ, ଦିବାକାର, ପ୍ରଭାକର, ଭାନୁ, ଭାସ୍କର, ରବି, ସବିତା, ସୂର୍ଯ୍ୟ
Translation in other languages :
हमारे सौर जगत का वह सबसे बड़ा और ज्वलंत तारा जिससे सब ग्रहों को गर्मी और प्रकाश मिलता है।
सूर्य सौर ऊर्जा का एक बहुत बड़ा स्रोत है।Meaning : ଏକ ପ୍ରକାର ଦେବତା
Example :
ଭାଗବତ ପୁରାଣ ଅନୁସାରେ ବାରଜଣ ଆଦିତ୍ୟ ଅଛନ୍ତି
Translation in other languages :