Meaning : ଯିଏ ଆଦର୍ଶବାଦକୁ ମାନି ତା ଅନୁସାରେ ଚାଲିଥାଏ
Example :
ଆଜିକାଲି ଆଦର୍ଶବାଦୀ ବହୁତ କମ
Synonyms : ନୀତିବାଦୀ
Translation in other languages :
Meaning : ଆଦର୍ଶବାଦର ବା ଆଦର୍ଶବାଦ ସମ୍ବନ୍ଧରେ
Example :
ତାର ବିଚାରଧାରା ଆଦର୍ଶବାଦୀ
Translation in other languages :