Meaning : କାହାରି ସଙ୍ଗେ ପ୍ରେମ ବା ସ୍ନେହ କରିବା ବା ସଂପର୍କ ରଖିବା
Example :
ମାଆ ବଡ଼ ଭାଈଙ୍କୁ ସବୁଠୁ ବେଶୀ ଆଦର କରନ୍ତି
Synonyms : ଶ୍ରଦ୍ଧା କରିବା, ସ୍ନେହ କରିବା
Translation in other languages :
Meaning : କାହାର ଆଦର ସତ୍କାର କରିବା
Example :
ଆମେ ବଡ଼ମାନଙ୍କୁ ସମ୍ମାନ କରିବା ଉଚିତ
Synonyms : ସମ୍ମାନ କରିବା
Translation in other languages :
किसी का आदर-सत्कार करना।
हमें अपने बड़ों का सम्मान करना चाहिए।