Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ଆତ୍ମୀୟ from ଓଡ଼ିଆ dictionary with examples, synonyms and antonyms.

ଆତ୍ମୀୟ   ବିଶେଷ୍ୟ

Meaning : ଯାହାର ଆତ୍ମୀୟଙ୍କ ସହିତ ସମ୍ବନ୍ଧ ବା ସଂପର୍କ ଥାଏ

Example : ଆତ୍ମୀୟଙ୍କଠାରୁ କଣ ଲୁଚେଇବି, ଆପଣ ତ ସବୁ ଜାଣନ୍ତି

Synonyms : ଜ୍ଞାତି, ସ୍ୱଜନ


Translation in other languages :

वह जिसका अपने से संबंध या नाता हो।

अपनों से क्या छुपाना, आपको तो सब पता ही है।
अपना, स्वजन

ଆତ୍ମୀୟ   ବିଶେଷଣ

Meaning : ଯାହା ଆତ୍ମା ସହିତ ସମ୍ବନ୍ଧିତ

Example : ଏହି ସମ୍ମିଳନୀରେ ଆତ୍ମ ବିଷୟକ କଥା ଉପରେ ଚର୍ଚ୍ଚା କରାଗଲା

Synonyms : ଆତ୍ମ ବିଷୟକ, ଆତ୍ମ-ସମ୍ବନ୍ଧୀ, ଆତ୍ମା ବିଷୟକ, ଆତ୍ମିକ, ଆଧ୍ୟାତ୍ତ୍ମ

Meaning : ବହୁତ ନିକଟର ବା ବହୁତ ପାଖରେ

Example : ରାମ ମୋର ଘନିଷ୍ଠ ମିତ୍ର ରାମ ଏବଂ ଶ୍ୟାମଙ୍କ ମଧ୍ୟରେ ନିବିଡ଼ ମିତ୍ରତା ଅଛି

Synonyms : ଅନ୍ତରଙ୍ଗ, ଗାଢ଼, ଘନିଷ୍ଠ, ଦୃଢ଼, ନିବିଡ଼, ପ୍ରଗାଢ଼


Translation in other languages :

बहुत निकट का या बहुत घनिष्ठ।

मुकेश मेरा घनिष्ठ मित्र है।
मोहन और सोहन में गाढ़ी मित्रता है।
अंगरंगी, अंतरंग, अंतरंगी, अनन्य, अन्तरंग, अन्यतम, अभिन्न, आत्मिक, आत्मीय, इष्ट, गाढ़ा, घनिष्ठ, जिगरी, दिली, प्रगाढ़

Marked by close acquaintance, association, or familiarity.

Intimate friend.
Intimate relations between economics, politics, and legal principles.
intimate