Meaning : ନିଜର ପ୍ରଶଂସା ନିଜେ କରିବାର କ୍ରିୟା
Example :
ବିଦ୍ୱାନ ଲୋକମାନେ ଆତ୍ମପ୍ରଶଂସା କରନ୍ତି ନାହିଁ
Synonyms : ଆତ୍ମପ୍ରଶଂସା, ଆତ୍ମସ୍ତୁତି, ଆସ୍ଫାଳନ
Translation in other languages :
अपनी प्रशंसा स्वयं करने की क्रिया।
विद्वान लोग आत्मप्रशंसा नहीं करते।