Meaning : କୌଣସି କାମ ପାଇଁ ନିଜ ପ୍ରାଣ ଦେବା
Example :
ଭାରତର ଉତ୍ତମପୁତ୍ର ଦେଶରକ୍ଷା ନିମନ୍ତେ ଆତ୍ମବଳି ଦେଲେ
Synonyms : ଆତ୍ମୋତ୍ସର୍ଗ କରିବା
Translation in other languages :
किसी कार्य के लिए अपना प्राण देना।
भारत के सपूतों ने देश-रक्षा के लिए आत्मबलि दी।