Meaning : ମୂଳ ସ୍ଥିତିକୁ ଆଣିବା ବା ପୂର୍ବରୁ ହେଲାଭଳି କରିବା
Example :
ସରକାର ଏହି ଜଙ୍ଗଲକୁ ଏହାର ମୂଳ ଓ ଅପରିବର୍ତ୍ତିତ ଅବସ୍ଥାକୁ ଆଣିବେ
Synonyms : ପୂର୍ବରୁ ହେଲାଭଳି କରିବା, ପୂର୍ବାବସ୍ଥାକୁ ଆଣିବା, ମୂଳ ସ୍ଥିତିକୁ ଆଣିବା
Translation in other languages :
* मूल स्थिति में लाना या पहले जैसा करना।
सरकार इस जंगल को इसके मूल और अपरिवर्तित अवस्था में लाएगी।Return to its original or usable and functioning condition.
Restore the forest to its original pristine condition.Meaning : ବର୍ତ୍ତମାନର ଅବସ୍ଥାରେ ଅନ୍ତର ଆଣିବା ବା ଉପରତଳ କରିବା
Example :
ଏହି ବେତନ ବୃଦ୍ଧି ମୋ ଜୀବନ ସ୍ତରରେ କୌଣସି ସୁଧାର ଆଣିବନାହିଁ
Synonyms : କରିବା, ପରିବର୍ତ୍ତନ କରିବା, ବଦଳାଇବା
Translation in other languages :
Meaning : ନେଇକି ଆସିବା
Example :
ବାପା ଆମ୍ବ ଆଣିଲେ
Synonyms : ନେଇଆସିବା
Translation in other languages :