Meaning : ଅଗ୍ନିର ତାପ
Example :
ଚୂହ୍ଲି ପାଖରେ ବସିବାରୁ ଆଞ୍ଚ ଲାଗୁଛି
Translation in other languages :
Meaning : ଜଳୁଥିବା କାଠ, କୋଇଲା ବା ଗଣ୍ଡିର ଛୋଟ ଖଣ୍ଡ
Example :
ମା’ ଆଞ୍ଚରେ ରୋଟି ସେକୁଛନ୍ତି
Translation in other languages :
Meaning : ନିଆଁର ଉପରକୁ ଉଠୁଥିବା ଶିଖା
Example :
ଜଙ୍ଗଲରେ ଲାଗିଥିବା ନିଆଁର ଧାସ ଆକାଶକୁ ଛୁଉଁ ଥିଲା ଧିକିଧିକି ଆଞ୍ଚରେ ଡାଲି ସିଝୁଛି
Translation in other languages :