Meaning : ମସଲା ସହିତ ତେଲରେ ବା ସେଥିରେ କିଛି ଦିନ ରଖି ଖଟା କରାହୋଇଥିବା ଫଳ ବା ତରକାରୀଆଦି
Example :
ଆମ୍ବ ଏବଂ ଲେମ୍ବୁର ଆଚାର ମୋର ପସନ୍ଦ
Translation in other languages :
Vegetables (especially cucumbers) preserved in brine or vinegar.
pickleMeaning : ସାମାଜିକ ସମ୍ବନ୍ଧ ଅନୁସାରେ ଅନ୍ୟ ସହିତ କରାଯାଉଥିବା ଆଚରଣ
Example :
ତା’ର ବ୍ୟବହାର ଭଲ ନୁହେଁ
Synonyms : ଆଚରଣ, ଚାଲିଚଳନ, ବାଗ, ବ୍ୟବହାର, ରଙ୍ଗଢଙ୍ଗ
Translation in other languages :
सामाजिक संबंधों में औरों के साथ किया जाने वाला आचरण।
उसका व्यवहार अच्छा नहीं है।