Meaning : ଭୋଜନ ଅନ୍ତେ ଆଚମନ
Example :
ଆଚମନ ପରେ ଜେଜେ ଆରାମ କରିବାକୁ ଗଲେ
Translation in other languages :
Meaning : ପାଣି ପିଇବା ଅବା ପିଆଇବା କାମ
Example :
କିଛି ଲୋକ ଭୋଜନ ସହିତ ଆଚମନକୁ ପାଚନ କ୍ରିୟାର ବିରୋଧ ବୋଲି ମତ ଦିଅନ୍ତି
Synonyms : ଜଳପାନ
Translation in other languages :