Meaning : ହାତ ବା ଗୋଡ଼ର ଆଗକୁ ବାହାରିଥିବା ଅବୟବ ଯାହା ସାଧାରାଣତଃ ପାଞ୍ଚ ହୋଇଥାଏ
Example :
ତାର ଡାହାଣ ହାତରେ ଛଅଟି ଆଙ୍ଗୁଳି ଅଛି
Translation in other languages :
Meaning : ଆଙ୍ଗୁଳିର ଚଉଡ଼ାସହ ସମାନ ଏକ ମାପ
Example :
ରାମର ଆକାର ବର୍ଷକ ମଧ୍ୟରେ ଚାରି ଆଙ୍ଗୁଳ ବଢ଼ିଯାଇଛି
Synonyms : ଅଙ୍ଗୁଳ, ଅଙ୍ଗୁଳି, ଆଙ୍ଗୁଳ
Translation in other languages :
The length of breadth of a finger used as a linear measure.
digit, finger, finger's breadth, fingerbreadth