Subscribe
URL of the page has been copied to clipboard.
Meaning : ଫଳ ତୋଳିବାପାଇଁ ଲଗି ଅଗରେ ବନ୍ଧାହୋଇଥିବା ଛୋଟ କାଠିଖଣ୍ଡ
Example : ମାଳୀ ଆଙ୍କୁଡ଼ିରେ ଆମ୍ବକୁ ଛନ୍ଦି ତୋଳୁଛି
Translation in other languages :हिन्दी English
फल तोड़ने की लग्गी के सिरे पर बँधी छोटी सी लकड़ी।
A mechanical device that is curved or bent to suspend or hold or pull something.
Meaning : କୌଣସି ଜିନିଷକୁ ମାରିବା ବା ଟାଙ୍ଗିବାଆଦି ନିମନ୍ତେ ତିଆରି ହୋଇଥିବା ଲୁହାଆଦିର ତେଢ଼ା କଣ୍ଟା
Example : ସେ ପଡ଼ିଯାଇଥିବା ଲୁଗାକୁ ଆଙ୍କୁଡ଼ିରେ ଉଠାଇଲା
Synonyms : ଆଙ୍କୁଶୀ, ଆଙ୍କୁଡ଼ା, ହୁକ୍
कोई चीज फँसाने या टाँगने आदि के लिए बना हुआ लोहे आदि का टेढ़ा काँटा।
Install App