Meaning : ପଞ୍ଝାରେ ତବଲା, ମୃଦଙ୍ଗ ଉପରେ କରାଯାଉଥିବା ଆଘାତ
Example :
ସେ ତବଲାରେ ଏତେ ଜୋରରେ ଆଘାତ କଲା ଯେ ତାହା ଫାଟିଗଲା
Translation in other languages :
तबले,मृदंग आदि पर पूरे पंजे से किया जाने वाला आघात।
उसने तबले पर इतने जोर से थाप मारी कि वह फूट गया।Meaning : ଆଘାତର ଲାକ୍ଷଣିକ ପ୍ରୟୋଗ
Example :
ତା ବ୍ୟବହାରରେ ମୋ ସମ୍ମାନକୁ ଆଘାତ ଲାଗିଲା
Translation in other languages :
A figurative injury (to your feelings or pride).
He feared that mentioning it might reopen the wound.Meaning : ମୃଦୁ ଧକ୍କା ବା ଆଘାତ
Example :
ଘାଆକୁ ଫୋଡ଼ିବାପାଇଁ ଟିକେ ଆଘାତ ଯଥେଷ୍ଟ ହେବ
Translation in other languages :
Meaning : ଧକ୍କା ବା ବିଧା ମାରିବା କ୍ରିୟା
Example :
ଚଙ୍ଗଚଙ୍ଗିଆ ପହିଲିମାନ ମୋଟା ପହିଲିମାନକୁ ଏକ ଜୋରଦାରିଆ ଆଘାତ ଦେଲା
Translation in other languages :
A blow that knocks the opponent off his feet.
knockdownMeaning : ଚାଲିବା ସମୟରେ କୌଣସି ଅଙ୍ଗ କିଛି ଟାଣ ବସ୍ତୁରେ ଲାଗିଲେ ହେଉଥିବା ଆଘାତ
Example :
ଚାଲିବା ସମୟରେ ପଥରରେ ଗୋଡ଼ ମାଡ଼ ହୋଇଗଲା ଦୁଆରବନ୍ଧରେ ମୁଣ୍ଡ ମାଡ଼ ହୋଇଗଲା
Translation in other languages :
वह चोट या आघात जो चलते समय किसी अंग में किसी कड़ी चीज से लगे।
चलते समय पैर में पत्थर से ठोकर लग गई।Meaning : କାହାଦ୍ୱାରା କରାଯାଇଥିବା କ୍ଷତି ବା ହାନି
Example :
ମୋହନ ସୋହନ ଦୋକାନରେ ନିଆଁ ଲଗେଇ ତାକୁ ଆର୍ଥିକ ଆଘାତ ଦେଲା
Translation in other languages :
Meaning : ଆଘାତ ବା ମୋଡ଼ିହେବା କ୍ରିୟା ବା ଭାବ
Example :
ମୁଁ ଆଘାତ ଯୋଗୁ ବେକ ବୁଲେଇପାରୁନାହିଁ
Synonyms : ଖୁଞ୍ଚିହେବା, ମୋଡ଼ିହେବା
Translation in other languages :
Meaning : କୌଣସି ଜିନିଷକୁ ପିଟିଲେ ବା ଧକ୍କାଦେଲେ ପହଞ୍ଚୁଥିବା ଆଘାତ ଯାହାଦ୍ବାରା କିଛି ଭାଙ୍ଗିବା ବା କ୍ଷତିହେବାର ଆଶଙ୍କା ବା ସମ୍ଭାବନା ଥାଏ
Example :
ଦର୍ପଣ ସମ୍ଭାଳିକରି ନିଅ ଯେପରି କେଉଁଠି ମାଡ ନ ଲାଗେ
Translation in other languages :
Meaning : ଗୋଟିଏ ବସ୍ତୁର ଅନ୍ୟ ଏକ ବସ୍ତୁସହିତ ବେଗପୂର୍ଣ୍ଣ ସ୍ପର୍ଶ
Example :
ତାକୁ କାର ଧକ୍କା ହେଲା
Translation in other languages :
Meaning : ଆଘାତ ଲାଗିବାରୁ ହେଉଥିବା ଦର୍ଦର ଅବସ୍ଥା ବା ଭାବ
Example :
ଖସି ପଡ଼ିବାରୁ ମୋହନ ଗୋଡ଼ରେ ଆଘାତ ଲାଗିଗଲା
Translation in other languages :
Meaning : ଆହତ ହେବାର ଅବସ୍ଥା ବା ଭାବ
Example :
ଆଘାତ ପରେ ବି ସେ କାମ କରୁଥିଲା
Translation in other languages :
Meaning : ମନକୁ ଲାଗିଥିବା ଆଘାତ
Example :
ତାର କଥା ମୋତେ ଆଘାତ ଦେଲା
Synonyms : ଧକ୍କା, ମାନସିକ ଆଘାତ
Translation in other languages :