Meaning : ଯେଉଁ ପଦାର୍ଥ ନିଆଁଦ୍ବାରା ଦହକି ଉଠେ
Example :
ଲାଖ, ବାରୁଦ ଆଦି ଆଗ୍ନେୟ ଶ୍ରେଣୀର ଅନ୍ତର୍ଗତ
Translation in other languages :
Meaning : ଯାହାର ଦେବତା ଅଗ୍ନି
Example :
ଆଗ୍ନେୟ ଯଜ୍ଞରେ ଦିଆଯାଇଥିବା ଆହୁତି ଅଗ୍ନି ଦେବତାଙ୍କୁ ମିଳେ
Translation in other languages :
Meaning : ଅଗ୍ନି ସମ୍ବନ୍ଧିତ ବା ଅଗ୍ନିର
Example :
ଆତଙ୍କବାଦୀମାନେ ଆଗ୍ନେୟ ଅସ୍ତ୍ରସହ ପ୍ରସ୍ତୁତ ଥିଲେ
Synonyms : ଅଗ୍ନିକ
Translation in other languages :
Capable of catching fire spontaneously or causing fires or burning readily.
An incendiary agent.