Meaning : ଆଗକୁ ଆସିବାବାଲା ବା ତାହା ସହିତ ସମ୍ବନ୍ଧିତ
Example :
ମୁଁ ଆଗାମୀ ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେଉଛି ଆସନ୍ତା ବର୍ଷ ମୁଁ କଠିନ ପରିଶ୍ରମ କରିବି
Synonyms : ଆଗିଲା, ଆସନ୍ତା, ପରବର୍ତୀ
Translation in other languages :
Of the relatively near future.
The approaching election.Meaning : ଭବିଷ୍ୟତ କାଳ ବା ଭବିଷ୍ୟତ କାଳରେ ହେବାକୁଥିବା
Example :
ଆମକୁ ଭବିଷ୍ୟ କାଳୀନ ଯୋଜନାଗୁଡ଼ିକର ରୂପରେଖ ତିଆରି କରିନେବା ଆବଶ୍ୟକ
Synonyms : ଭବିତବ୍ୟ, ଭବିଷ୍ୟ କାଳୀନ
Translation in other languages :