Subscribe
URL of the page has been copied to clipboard.
Meaning : ଅତି ପାଚୀନ ସମୟରେ ବା ପୂର୍ବ କାଳରେ
Example : ଆଗରୁ ଭାରତ ବିଶ୍ୱ ଶିକ୍ଷାର କେନ୍ଦ୍ର ଥିଲା
Synonyms : ପୂର୍ବରେ
Translation in other languages :हिन्दी English
बहुत पुराने समय में या पूर्व काल में।
In the past.
Meaning : ବିତି ଯାଇଥିବା ସମୟରେ
Example : ଆଗରୁ ଘଟିଥିବା ଘଟଣାକୁ ମନେ ପକାଇ ସେ କାନ୍ଦିବାକୁ ଲାଗିଲେ
Synonyms : ପହିଲିରୁ, ପହିଲେ, ପୂର୍ବରୁ, ପ୍ରଥମରୁ
Translation in other languages :हिन्दी
बीते हुए समय में।
Meaning : ବିତି ଯାଇଥିବା ସମୟରୁ କିମ୍ବା ପ୍ରଥମରୁ
Example : ମୁଁ ତାକୁ ପ୍ରଥମରୁ ଜାଣିଛି
Synonyms : ଆଦ୍ୟରୁ, ପୂର୍ବରୁ, ପ୍ରଥମରୁ
बीते हुए समय से या पहले से।
Install App