Meaning : ଅତି ଶୀଘ୍ର ବା ତୁରନ୍ତ କିଛି କାମ କରିବାର କ୍ରିୟା
Example :
ନୂଆ ଯନ୍ତ୍ରର ଆଗମନ ପରେ କର୍ମଚାରୀଙ୍କୁ ଅଧିକ ସୁବିଧା ହୋଇଗଲା
Translation in other languages :
बहुत तेजी या जल्दी से कोई काम करने की क्रिया।
नए यंत्र के अवक्षेपण से कर्मचारियों को अधिक सुविधा हो गई है।Meaning : କାହାର କୌଣସି ଆକାରରେ ପହଞ୍ଚିବା କ୍ରିୟା ବା ଭାବ
Example :
ଇଂରେଜମାନଙ୍କ ଭାରତ ଆଗମନର ଉଦ୍ଦେଶ୍ୟ ଥିଲା ବାଣିଜ୍ୟ ବଜାରରେ ସୁରଙ୍ଗୀ ଫଳର ଆସିବା ଆରମ୍ଭ ହୋଇଛି
Translation in other languages :