Subscribe
URL of the page has been copied to clipboard.
Meaning : କୌଣସି କାମ କରିବା ପୁର୍ବରୁ ମନରେ ହେଉଥିବା ହାଲୁକା ବାଧା
Example : ଦୀପାକୁ ଏହି ଉପହାର ଦେବାପାଇଁ ମୋର ଦ୍ୱିଧା ଉପୁଜୁଛି ଦୀପାକୁ ଏହି ଉପହାର ଦେବା ପୂର୍ବରୁ ଆଗପଛ ଭାବିବାକୁ ପଡ଼ୁଛି
Synonyms : ଦ୍ୱିଧା, ସଙ୍କୋଚ
Translation in other languages :हिन्दी English
कोई काम करने से पहले मन में होनेवाली हलकी रुकावट।
A feeling of diffidence and indecision about doing something.
Install App