Meaning : କୌଣସି ବସ୍ତୁଆଦିର ଅଗ୍ରଭାଗ
Example :
ଏହି ଡଙ୍ଗାର ଅଗ୍ରଭାଗରେ ବହୁତ କଣା ହୋଇଗଲାଣି
Translation in other languages :
The side that is seen or that goes first.
frontMeaning : କୌଣସି କ୍ଷେତ୍ର, ମୁକାବଲା ଆଦିରେ କାହାର ତୁଳନାରେ ଏହାକୁ ଆଗରେ ରଖିବାର କ୍ରିୟା
Example :
ଆମର ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟ ମତଗଣନାରେ ଜଣେ ନିର୍ଦଳୀୟ ପ୍ରାର୍ଥୀ ଆଗରେ ଥିଲେ
Synonyms : ସମ୍ନୁଖ
Translation in other languages :