Meaning : ସାଧୁ-ସନ୍ଥ ରହିବା ସ୍ଥାନ
Example :
ଉତ୍ତର କାଶୀ ବୁଲିବା ସମୟରେ ଆମେ କିଛି ଦିନ ଗୋଟିଏ ମଠରେ କଟାଇଲୁ
Translation in other languages :
The residence of a religious community.
monasteryMeaning : ଯେଉଁ ସ୍ଥାନରେ ପହଲିମାନ କୁସ୍ତି କରନ୍ତି
Example :
ଦୁଇ ପହଲିମାନ ଆଖଡ଼ାରେ ଲଢ଼େଇ କରୁଛନ୍ତି
Synonyms : ଜାଗାଘର, ବ୍ୟାୟାମଶାଳା, ମଲ୍ଲଶାଳା
Translation in other languages :
Meaning : ଯେଉଁ ସ୍ଥାନରେ ଲୋକମାନେ ଏକାଠି ହୋଇ ନିଜ ନିଜର କୌଶଳ ଦେଖାନ୍ତି
Example :
ନାଗପଞ୍ଚମୀଦିନ ଗ୍ରାମବାସୀମାନେ ଆଖଡ଼ାରେ ଏକତ୍ରିତ ହୋଇ ନାନାପ୍ରକାରର କରାମତି ଦେଖାଉଥିଲେ
Translation in other languages :