Meaning : କାହାକୁ ନିଜର ମିଛ ବ୍ୟବହାରଦ୍ୱାରା ଭ୍ରମରେ ପକାଇବା
Example :
ଚୋର ଫେରାର ହେବାପାଇଁ ସିପାହୀ ଆଖିରେ ଧୂଳି ଦେଲା
Synonyms : ଚକମା ଦେବା
Translation in other languages :
किसी को अपने झूठे व्यवहार से भ्रम में डाल देना।
चोर फ़रार होने के लिए सिपाही को चकमा दिया।Deceive somebody.
We tricked the teacher into thinking that class would be cancelled next week.Meaning : କାହା ସାଥିରେ କପଟପୂର୍ଣ୍ଣ ବ୍ୟବହାର କରିବା
Example :
ସେ ମୋ ସହିତ ଛଳନା କଲା
Synonyms : ଛଳ କରିବା ଧୋକାଦେବା, ଛଳନା କରିବା, ପ୍ରବଞ୍ଚନା କରିବା
Translation in other languages :
किसी के साथ कपटपूर्ण व्यवहार करना।
उसने मुझे छला।